No title

 ଡିଜିଟାଲ ଇଣ୍ଡିଆ କଥା ଶୁନିକରି

ମନ ହେସି କେତେ ଉସନାକି,
ଇହାଦେ ଅନଲାଇନ କଲାବେଲେ
ବଫରିଙ୍ଗ ଥି ରହିଯାଏସି ବାକି।
ଘଣ୍ଟା ଘଣ୍ଟା ଜଗି ଜଗି କରି
ଲାଗି ଯାଏସି ଆଲସି,
ଜୁହାରରେ ବୁଆ ଡିଜିଟାଲ ଇଣ୍ଡିଆ
କାନ୍ଦ କାନ୍ଦ ବାଗିର ଲାଗସି।
🤐🙄🤩😓
@ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post