No title

 ତମ ପାଇଁ ଗୋ ସଖୀ

------*****------
ତମ ପାଇଁ ଲେଖିଥିଲି ମନକଥା
ରାତି ଚେଇଁ ଚେଇଁ ଅନେକ କବିତା,
କାଇଁ କେଜାଣି ତମେ ମୁଁହ ମୋଡିଲା ଉତ୍ତାରୁ
ପ୍ରକୃତିର କଳରବେ ଆପଣେଇଛି ନିରବତା।
ଅଳ୍ପ ଅଳ୍ପ କଥାରେ ମୁଁହ ଫୁଲେଇ
ଯେବେ କରିଦେଲ ମୋ ମନ ଖଟା,
ବାସ୍ ପ୍ରକୃତି ରାଣୀକୁ ଆପଣେଇ
ବାରିରେ ଫଳେଇ ନିଇତି ଖାଉଛି ଟମାଟୋ ବଟା।
ସବୁଜ ଜଙ୍ଗଲ ଭଲ ଲାଗିଲାନି ବୋଲି
କଂକ୍ରିଟ ଜଙ୍ଗଲେ ହେଇଗଲ ଅନ୍ତର୍ଦ୍ଧାନ,
ତମ ସାଥିରେ ବିତେଇଥିବା ମୂହୂର୍ତ୍ତ
ମନେ ପକେଇଲେ ହଉଛି ହୃଦୟ ଦହନ।
କ୍ରମଶଃ.......

#ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post