କେହି କଣ କେବେ ଭୂତୁଣୀକୁ ଝୁରେ ??
ନୁପୁରର ତାଳେ ତାଳେ ରାତିରେ ଆସି ମୋ ନିଦ ଭାଙ୍ଗି ଚମକେଇ ଦଉଥିଲ।
ଗପ ଆଉ ଗୀତ ଗୁଣଗୁଣେଇ,ବଡ ହସଟେ ହସି ଉଭାନ ହେଇଯାଉଥିଲ ନିଇତି।
ମୋ ଦିନଯାକର ଅବସାଦକୁ ରାତିରେ ତମ ଖିଲ ଖିଲ ହସ ଭାଙ୍ଗି ଦଉଥିଲ।
ସେଇ ଭୂତୁଣୀର ହସକୁ ଇର୍ଷାରେ ଜଳି କରୋନା ଭୂତାଣୁ ତାକୁ ଚିରନିଦ୍ରାରେ ଶୁଆଇଦେଲା।
ସେ ରହସ୍ୟ ହେଇ ରହିଗଲା,ସବୁଦିନ ପାଇଁ ଉଭାନ ହେଇଗଲା।
Miss କରୁଛି ସେଇ ଭୂତୁଣୀକୁ💙💔😢
©ବିଷ୍ଣୁ ମହାନନ୍ଦ