ଅଜବ ପ୍ରଶ୍ନ
-----------------JMFC COURT ର କାଠଗଡାରେ ମୋତେ ଜଣେ ଓକିଲ ମହାଶୟ ପଚାରିଲେ, ଅଭିଯୁକ୍ତ ଜଣକ ଘଟଣା ସମୟରେ କେତେ ସାଇଜର ଚପଲ ପିନ୍ଧିଥିଲେ ? ମୋର ପ୍ରତ୍ୟୁତ୍ତର ଥିଲା,ଆପଣଙ୍କ ବାପା କେତେ ସାଇଜର ସାର୍ଟ ଆଜି ପିନ୍ଧିଛନ୍ତି ଜାଣିଛନ୍ତି କି ?
ତା ପରେ next question ଥିଲା ଘଟଣା ସମୟରେ ଅଭିଯୁକ୍ତ ଜଣକ କେଉଁ ଦିଗକୁ ମୁଁହ କରିଥିଲା ? ମୋର ଉତ୍ତର ଥିଲା,ସେ କଣ ଷ୍ଟେଚ୍ୟୁ କି ? ଗୋଟିଏ ଦିଗକୁ ମୁଁହ କରି ଥିବ।
ଜୁହାର ସେଇ ଓକିଲ ମହାଶୟ ଓ ତାଙ୍କ ଓକିଲାତିକୁ।