କେଉଁ ମନ୍ତ୍ରରେ ଅଭିମନ୍ତ୍ରିତ କଲ ଯେ
ତମକୁ କରୁଛି ମୁଁ ଆରାଧନା,
ତମେ କେଉଁ ପ୍ରକାରର ଅମ୍ଳଜାନ ଯେ
କେଇ କ୍ଷଣ ବଞ୍ଚିପାରୁନି ତମ ବିନା।
किस मंत्र में तूम मुझे अभिमंत्रित किया है
तुम्हारा मैं कर रहा हु आराधना,
तुम किस प्रकार का ऑक्सीजन हो
कुछ पल तुम्हारे बिन मुश्किल हो रहा है जिना।
#ZindagiEkSafar #Love #Nature #Pyar
©®बिष्णु महानंद