Home କଣ୍ଟକିତ ପଥ byBishnu Mahanand -July 24, 2023 0 କବିତା ଲେଖିପାରିଲି ନା କବିତାକୁ ପାଇପାରିଲିଏହି ଜୀବନେ ରହିଗଲା ମନେ ମୋ ଅବଶୋଷ,ଚାଲୁଛି ଚାଲିବି ଜୀବନର କଣ୍ଟକିତ ଚଳାପଥେଏଇ ଜୀବନେ ମୋ ଭରିଛି କେତେ ଯେ କ୍ଲେଶ।~ବିଷ୍ଣୁ ମହାନନ୍ଦ Facebook Twitter