ମୁଁ ଉଦାସ ହେଇ ଯାଉଥିଲି
କିନ୍ତୁ ମୁଁ ଯେବେ ତମ ଶବ୍ଦସବୁ ପଢିଲି ମୁଁ ପ୍ରେମିକ ପାଲଟି ଗଲି ତମ ଲେଖାର,ସେଇଠୁ ଅନେକ କିଛି ଶିଖିଛି ଆଉ ଶିଖୁଛି।ସେବେଠୁ ଗୋଟାଉଛି ଖୁସିର ଛୋଟ ଛୋଟ ବିନ୍ଦୁକୁ। ଅନେକଙ୍କୁ ଦେଖିନି,କଥା ହେଇନି,ଆଉ ସେମାନେ ମୋତେ ବି ଜାଣନ୍ତିନି।ତଥାପି ସେମାନଙ୍କୁ ମୁଁ ହୃଦୟରେ ବସେଇଛି ବନ୍ଧୁ/ବାନ୍ଧବୀର ଆସନରେ।