ଫେରି ଆସ ସାବିତ୍ରୀ

 ପେଟର ଯନ୍ତ୍ରଣାରେ 

 

ଇଚ୍ଛା ହୁଏ ମରିଯାଆନ୍ତି କି

 

ହେଲେ ବିବେକ ଚେତେଇ ଦିଏ

ହାରିବା ଅପେକ୍ଷା ଏଠି
ମରି ମରି ବଞିବା ଶ୍ରେୟସ୍କର
ସେଇ ମରିବା ଭିତରେ ତ
ଆମେ ସ୍ବପ୍ନ ଦେଖୁଥିବା
ଟିମ ସାବିତ୍ରୀକୁ ତ ଦେଖିପାରିବି
ସ୍ବପ୍ନ ନୁହେଁ ମ
ସତ ହେବନି କି???
ସେଇ ମାତୃସତ୍ତା ସମାଜର ପରିକଳ୍ପନା।
ହଁ ଏଇ ରଙ୍ଗୀନ ଦୁନିଆରେ
ମୁଁ ବଞ୍ଚିବାର ନାହିଁ ଲୋଭ
ଲୋଭ ଅଛି ଜାଣିବାର ଆଉ ଜଣେଇବାର
ସାବିତ୍ରୀକୁ ଫେରେଇ ଆଣିବାର ଲୋଭ
Post a Comment (0)
Previous Post Next Post