No title

 ଇଡିଟା  କଥା-୧ 

ଡିଜିଟାଲ ଇଣ୍ଡିଆ କଥା ସୁନିକରି 

ମନ୍ ହେସି  କେତେ ଉସନାକି ,

ଈହାଦେ ଅନଲାଇନ କଲାବେଳେ 

ବଫରିଙ୍ଗ ଥି ରହି ଯାଏସି ବାକି । 

ଘଣ୍ଟା ଘଣ୍ଟା ଜଗି ଜଗି କରି 

ଲାଗି ଯାଏସି ଆଲସୀ ,

ଜୁହାରରେ ବୁଆ ଡିଜିଟାଲ ଇଣ୍ଡିଆ 

କାନ୍ଦ କାନ୍ଦ ବାଗିର ଲାଗସି । 

CR BISHNU MAHANAND

Post a Comment (0)
Previous Post Next Post