No title

 ଶେଷେ ମନର କଥା ବୁଝିପାରଲ ବର୍ଷା ରାନୀ

ମେଘ ଆକାଶୁ ଝର୍ ଝର୍ ଝରେଇ ଦେଲ ବର୍ଷା ପାନୀ।
ପାଏନ୍ ଟିକେ ପାଇ ବଡା ଉସନାକି ଚାଷୀକୁଳ୍
ସମକରର ମୁହେ ଫୁଟଲା ହସ ମୁଲ୍ ମୂଲ୍।
ତମର ଲାଗି ରହିଛେ ଅସ୍ତିତ୍ବ ଜୀବଜଗତର
ନାଇ ଦେଖାବ କେଭେ ତମର ରୂପ ଭୟଙ୍କର।
©®ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post