Home ବେରଙ୍ଗ ଜୀବନ byBishnu Mahanand -December 20, 2022 0 ଯୌବନର ପାହାଚ ଚଢୁ ଚଢୁଯେବେ ତୋ ପ୍ରେମରେ ହେଇଥିଲି ମୁଁ ଛନ୍ଦି,ମୋ ଭାବନାରେ ତୋ ଶବ୍ଦର କଳରବକବିତାର ସମ୍ମୋହନେ ହେଇଥିଲି ମୁଁ ବନ୍ଦି।କେତେ ଖୁସି ଲାଗିଥିଲା ଯେବେ ହେଇଥିଲୁ ଜୀବନେ ମୋ ତୁ ଆବିର୍ଭାବ,ଆଜି ବେରଙ୍ଗ ଲାଗେ ଜୀବନଲେଖିବାକୁ ଚାହିଁଲେ ବି ହୁଏ ମୋତେ ଶବ୍ଦର ଅଭାବ।😢😢~ବିଷ୍ଣୁ ମହାନନ୍ଦ Facebook Twitter