ନନ୍ଦନବନର ନିରିମାଖି

 


ନନ୍ଦନବନର ନିରିମାଖି ତୁମେ

ପାହାଡ କୋଳର ଝରଣା,

ଛାଇଁ ପରି ତମ ସାଥେ ଅଛି

କରିବନି କେବେ ମନ ଉଣା।

~ବିଷ୍ଣୁ ମହାନନ୍ଦ

Post a Comment (0)
Previous Post Next Post