ସଖୀ

 ତୋତେ ନୟନ ପିତୁଳା କରିବି ବୋଲି

କେତେ କରିଥିଲି ମୁଁ ମନେ ଆଶା,

ହେଲେ ମୋ ହୃଦୟ ଭାଙ୍ଗି ଦୂରେଇ ଗଲୁ

ସେଇ ଆଖିରୁ ଝରିଲା ଲୁହର ବର୍ଷା।


ଆମ୍ରକୁଞ୍ଜ, ଯୋଶୋଦା ନଦୀ, ଦେବସ୍ଥାନ

କେତେ ଅଛି ଆମ ପ୍ରେମର ମୁକ ସାକ୍ଷୀ,

ତୋତେ ଭାଲି ଆଖିର ନିଦ ହଜିଯାଏ ଆଜି

ଜମାରୁ ତୋତେ ଭୁଲି ପାରୁନି ମୁଁ ସଖି।

~ବିଷ୍ଣୁ

Post a Comment (0)
Previous Post Next Post