ବାପା

 ତମେ ମୋ ଛାତ

ତମେ ମୋ ଭୂମି

ପ୍ରତି ପାଦ ପକେଇବାରେ ତମେ ମୋ ଶକ୍ତି 

ସ୍ୱପ୍ନ ଦେଖେ ମୁଁ 

ହେଲେ ସେଇ ସ୍ଵପ୍ନକୁ ସାକାର କରିବାର ଅସଲି ବିନ୍ଧାଣୀ ତମେ ଆଶା ଆକାଂକ୍ଷାର ପ୍ରତୀକ ଟେ ତମେ 

କଷ୍ଟ ସବୁକୁ ପିଠିରେ ଲୁଚେଇ 

ଓଠରେ ହସ ଫୁଟେଇବାର ମଣିଷ ତମେ 

ମୋ ଛୋଟ ଛୋଟ ସଫଳତାର ପରଦା ପଛର ନାୟକ ତୁମେ ଆଗକୁ ଠେଳିବାର ହାତଟିଏ ତୁମୋ


Father

You are my roof

 You are my land

 You are strong in every step 

 I dream 

 Then you are the symbol of hope and desire, the real goal of realizing that dream 

 Hiding all the difficulties behind 

 You are the one to put a smile on my face 

 You are the hero behind the scenes of my small success

you are the hand that pushes me forward


ہے

Post a Comment (0)
Previous Post Next Post