No title

 ତୋ ପାୟଳର ଝଙ୍କାର ଆଜି ବି କରେ ସମ୍ମୋହିତ,

ମୋ ନୟନ ଯୁଗଳ ସମ୍ମୁଖେ ତୁ କରୁ ଆତଯାତ।
ତୋତେ କେବେ ଭେଟିନି ଜୀବନରେ ଥରେ ମାତ୍ର,
ତଥାପି ମୋ ହୃଦୟେ ଆଙ୍କି ହୋଇଯାଇଛି ତୋ ଚିତ୍ର।
କାଇଁ ତୋ ସ୍ମୃତିରେ ଆଙ୍କି ହୋଇଯାଏ ଶବ୍ବର ସମ୍ଭାର,
ଆଲୋକ ବର୍ଷ ଦୂରେ ଥିଲେ ବି ତୁ ମନେପଡୁ ବାରମ୍ବାର।
(ଅଧା ରହିଗଲା.....😊)
~ବିଷ୍ଣୁ ନାରାୟଣ ମହାନନ୍ଦ
Post a Comment (0)
Previous Post Next Post