No title

 କେହି ଜଣେ ଆସନ୍ତି

ଅଜଣା ଅଚିହ୍ନା
ଠିକ ସ୍ବର୍ଗରୁ ପରୀ ଓହ୍ଲେଇ ଆସିଲା ଭଳି
ତଥାପି ନିଜର ଲାଗୁଥାନ୍ତି;
ଚୋରି କରି ନିଅନ୍ତି ନିଦ
କିନ୍ତୁ ତା'ବଦଳରେ
ଦେଇଯାଆନ୍ତି ଅନେକ କିଛି
ଶିକ୍ଷା,ପ୍ରେରଣା,ସଦଭାବନା।
Post a Comment (0)
Previous Post Next Post