Home ଭାଙ୍ଗିଗଲା ମୋ ହୃଦୟ byBishnu Mahanand -December 20, 2022 0 ତମକୁ ଭଲପାଏ ବୋଲି,କେଡେ ସରାଗେ ଆଙ୍କୁଥିଲି ତମ ଚିତ୍ର ମୋ ହୃଦୟ କାନଭାସରେ,ହେଲେ ତମେ ଖିନଭିନ କରି ଚିରିଦେଲ କାନଭାସକୁ,କେବଳ କାନଭାସ ଚିରିଗଲାନିଭାଙ୍ଗିଗଲା ମୋ ହୃଦୟ ଆସ୍ତେ ଆସ୍ତେ।#ବିଷ୍ଣୁ ମହାନନ୍ଦ#ଶବ୍ଦ_ହୃଦୟ_ସ୍ପନ୍ଦନର Facebook Twitter