ଝାପସା ରାସ୍ତା

 


ବେଳେ ବେଳେ ରାସ୍ତା ଝାପସା ଦେଖାଯାଏ

ମୋ ମୁଣ୍ଡ ବ୍ୟାଥା ନା ଦୋଷ ଯୁଗଳ ନୟନ,

ନା ପ୍ରବଳ ଶୀତରେ ଥରୁଥିବା ମେରୁ ରାଇଜେ 

ମୁଁ ଚାଲୁଥିବା ରାସ୍ତା ସାରା କୁହୁଡିର ଆସ୍ତରଣ।

~ବିଷ୍ଣୁ ମହାନନ୍ଦ

#Career #Stress #Selfempowerment #Disturbedmind #Happiness #Hobby

Post a Comment (0)
Previous Post Next Post