କାହାଣୀର ନାୟୀକା


 



ତୁ କୋଉ ଧାତୁ ଆଉ ଭାବନାରେ ଗଢା

ବୁଝିବାକୁ ଅୟୁତ ଆୟୁଷ ଲାଗୁଛି ସତେ,

ମୋ କାହାଣୀର ଅନାମିକା ନାୟୀକା ତୁ

ତୋ ସମ୍ମୋହନ ବାନ୍ଧିରଖି ଅଛି ମୋତେ।


(ତୋ କାହାଣୀର ନାୟକ ହେବାକୁ ମୋତେ ସୁଯୋଗ ଦେଲୁନି ହେଲେ ମୁଁ ତୋତେ ମୋ କାହାଣୀର ନାୟୀକା ରୂପରେ ସଜେଇଛି ପ୍ରତି ଲେଖାରେ। ବାସ୍ ଜଣେ ସାଧାରଣ ପାଠକ ଟେ ସାଜି ତୋ ସର୍ଜନା/କାହାଣୀକୁ ପଢୁଛି ତନ୍ନ ତନ୍ନ କରି ମନ ଧ୍ୟାନରେ। )

#Fictional

~ବିଷ୍ଣୁ ମହାନନ୍ଦ

Post a Comment (0)
Previous Post Next Post