ନୀଳ ଗଗନର ନୀଳ କଁଇ

 



ତୁ ମୋ ଭାଗ୍ୟରେ ନାହୁଁ ଭାବନାରେ ଅଛୁ

ଶୟନେ ସପନେ ମନେ ପଡୁଅଛୁ ତୁହାକୁ ତୁହା,

ମାଇଲ ଦୂରେ ଥାଇ ଖାଲି ଖିଲି ଖିଲି ହସୁ

ସୌନ୍ଦର୍ଯ୍ୟ ଆଉ କୋମଳ ଗୋଳାପ ପରି ଯାହା।

~ ବିଷ୍ଣୁ ମହାନନ୍ଦ

(ଶବ୍ଦ ସଂଯୋଜନା ଶିଖୁଛେ )

Post a Comment (0)
Previous Post Next Post