Home No title byBishnu Mahanand -June 15, 2026 0 ତତଲା ଗ୍ରୀଷ୍ମର ଶୀତଳ ସନ୍ଧ୍ୟାରେ......ସୂର୍ଯ୍ୟ ଅସ୍ତ ହେଲା ଭଳି ଏ ଦୁନିଆରୁ ଦିନେ ଅନ୍ଧବିଶ୍ବାସ ଓ କୁସଂସ୍କାରର ଅସ୍ତ ହବ ନିଶ୍ଚୟ ଆଉ ପୂର୍ବ ଦିଗବଳୟରେ ରକ୍ତିମ ଆଭା ର ସୂର୍ଯ୍ୟ ପରି ସତ୍ୟ ଓ ବାସ୍ତବତା ଉଦୟ ହେବ।#ବିଜ୍ଞାନର_ଜୟ_ହେଉ#ଜୟ_ଭୀମ Facebook Twitter