ତମେ ଚାନ୍ଦ ମୋ ମନ ଆକାଶେ

 


ପ୍ରଥମ ଦେଖାରେ ପ୍ରେମ ହେଇଥିଲା

ଯେବେ ଆସିଥିଲ ମୋ ପାଶେ,

ଦୂରେ ଥିଲେ ବି ଅତୁଟ ବନ୍ଧନ ଆମ

ତମେ ଚାନ୍ଦ ମୋ ମନ ଆକାଶେ।

~ବିଷ୍ଣୁ ମହାନନ୍ଦ

Post a Comment (0)
Previous Post Next Post